ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲୋୟର ପିଏମ୍ଜିରେ ଧାରଣା ପାଇଁ ଶିକ୍ଷକମାନଙ୍କୁ ଅନୁମତି ମିଳିନାହିଁ। ଟ୍ରାଫିକ୍ ସମସ୍ୟା କୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ଧରଣା ପାଇଁ ଅନୁମତି ଦେବାକୁ ମନା କରି ଦେଇଛି। ବୁଧବାର ଅର୍ଥାତ ଆଜି ଧାରଣାରେ ପ୍ରାୟ ୪୦ ହଜାର ଶିକ୍ଷକ ଏକଜୁଟ୍ ହେବାର ଆଶଙ୍କା ଥିବାରୁ ଏହି ନିଷ୍ପତି ନିଆଯାଇଥିବା କୁହାଯାଇଛି। ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଚାଲିଥିବାରୁ ପିଲାମାନେ ସମସ୍ୟାର ସମ୍ମୁଖିନ ହୋଇପାରନ୍ତି। ତେଣୁ କୌଣସି ପ୍ରକାର ସମସ୍ୟାକୁ ଏଡ଼ାଇବା ପାଇଁ ଏଭଳି ନିଷ୍ପତି ନେଇଛି କମିସନରେଟ ପୋଲିସ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..