ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ପେନରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଦୁଇଟି ଟ୍ରେନ୍ ଧକ୍କା ହୋଇଥିଲା, ଏବଂ ତା’ପରେ ଗୋଟିଏ ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଥିଲା। ଏପର୍ୟ୍ୟନ୍ତ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୨୫ ରୁ ଅଧିକଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।






More Stories
ଟିମ୍ ଇଣ୍ଡିଆକୁ ୧୩୧ କୋଟି ପୁରସ୍କାର…..
ଲାଗୁ ହେଲା ESMA…..
କରୋନା ଟୀକା ମୃତ୍ୟୁ:ପ୍ରସ୍ତୁତ ହେବ କ୍ଷତିପୂରଣ ନୀତି…..