ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଙ୍ଗନଓ୍ବାଡ଼ିକୁ ସଶକ୍ତ କରିବାକୁ ଏକ ସ୍ବତନ୍ତ୍ର ଆପ୍ ‘AWESOME’ ଆସିଛି। ଅଙ୍ଗନଓ୍ବାଡ଼ି ଓ୍ବେଲ୍ଫେୟାର ଆଣ୍ଡ୍ ସର୍ଭିସ୍ ଓଭର ନାଇଟ୍ ମନିଟରଙ୍ଗି Everywhere ଆପ୍। ଏହି ଆପ ମାଧ୍ୟମରେ ଅଙ୍ଗନଓ୍ବାଡ଼ି କର୍ମୀ ସମସ୍ତ କାର୍ଯ୍ୟ କରିବେ। ଏହି ସ୍ବତନ୍ତ୍ର ଆପ୍ ଜରିଆରେ ସାଧାରଣ ଲୋକ ଏବଂ ଅଭିଭାବକ ଫିଡ୍ ବ୍ୟାକ୍ ବି ଦେଇପାରିବେ। ଆପ୍ର ବିକାଶ ପାଇଁ ଏନ୍ଆଇପିସିସିଡି(NIPCCD) ସହ ମହିଳା ଓ ଶିଶୁ ବିକାଶ ବିଭାଗର ଚୁକ୍ତି ହୋଇଛି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..