ରିପୋର୍ଟ କାର୍ଡ / ଭୁବନେଶ୍ୱର
HDFC, ICICI, ଆକ୍ସିସ ବ୍ୟାଙ୍କ ଉପରୁ ଶନିବାର କଟକଣା ହଟାଇଛନ୍ତି ରାଜ୍ୟ ସରକାର। ଏନେଇ ସବୁ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି ଅର୍ଥ ସଚିବ। HDFC, ICICI, ଆକ୍ସିସ ବ୍ୟାଙ୍କରୁ ପୂର୍ବପରି ରାଜ୍ୟ ସରକାର ବ୍ୟାଙ୍କ ସମ୍ପର୍କିତ ସବୁ କାମ ରହିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ୩ ବ୍ୟାଙ୍କ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପରେ HDFC, ICICI, ଆକ୍ସିସ ବ୍ୟାଙ୍କ ଉପରେ ଲାଗିଥିବା କଟକଣାକୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି।






More Stories
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..
ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ…..
‘ଏସ୍ଓପି’ ନ ମାନିଲେ ଦରମା ବନ୍ଦ…..