ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଡମିସନ ଫି ଛାଡ କଲେ ସରକାର । ୧୪ ବର୍ଷରୁ ୧୮ ବର୍ଷ ମଧ୍ୟରେ ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ ପାଇଁ ସରକାର ଆଡମିସନ ଫି ଛାଡ଼ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବନି ପରୀକ୍ଷା ଫି । ଆଡମିସନ ଫି ଛାଡ ଯୋଗୁଁ ପୁଣି ପାଠ ପଢିପାରିବେ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀ । ଏହି ପଦକ୍ଷେପ ଦ୍ବାରା ଡ୍ରପ ଆଉଟ ପିଲାଙ୍କ ସଂଖ୍ୟା କମିବା ସହ ସାକ୍ଷରତା ହାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।






More Stories
ବିଧାନସଭାରେ କୋକେଇ ଶୋଭାଯାତ୍ରା…..
ସ୍ବତନ୍ତ୍ର ଶାସନ ସଚିବ ବୁଝିବେ…..
ପୁଣି SCB ମେଡିକାଲରେ ଅଘଟଣ: ଜଳିଲା….