ବଡ଼ ଖବର ରାଜ୍ୟ ସ୍ବତନ୍ତ୍ର ଓଟଟି ପରୀକ୍ଷା ସ୍ଥଗିତ….. Report Card Bureau July 20, 2025 1 min read ରିପୋର୍ଟ କାର୍ଡ / ଭୁବନେଶ୍ୱରଆଜି ଅର୍ଥାତ୍ ରବିବାର ହେବାକୁ ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ ରହିଛି। ପେପର୍-୧ ଓ ପେପର୍-୨ ପରୀକ୍ଷା ସ୍ଥଗିତ ରହିଛି। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପରୀକ୍ଷା ପାଇଁ ବୋର୍ଡ ନୂଆ ତାରିଖ ଘୋଷଣା କରିବ।।Continue ReadingPrevious ‘ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସାରେ ନିୟୋଜିତ ୧୪ ଜଣିଆ ଟିମ୍’…..Next ୨୩ରୁ ପ୍ରବଳ ବର୍ଷୀବ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ରାଜ୍ୟ ୧ରୁ ସୁଭଦ୍ରା ନୂଆ ଆବେଦନ….. March 28, 2026 Report Card Bureau ରାଜ୍ୟ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ…. March 28, 2026 Report Card Bureau ରାଜ୍ୟ ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ….. March 28, 2026 Report Card Bureau
More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..