ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗତକାଲି ଉଦାସ ଆଶ୍ରମର ବ୍ରହ୍ମଚାରୀ ସ୍ୱାମୀ ରବୀନ୍ଦ୍ରନାଥ ଦାସ ଥିଙ୍କର୍ଷ କ୍ଲବର ୧୩ ତମ ଆଭାସି ଆଲୋଚନାରେ ବକ୍ତ।ଭାବେ ଯୋଗଦେଇ ବର୍ତମାନ ସାଧୁ ନଦୀ ଓ ନାରୀଙ୍କୁ ଅବହେଳା ନକରିବାପାଇଂ କହିଥିଲେ । ଉଦାସ ଅର୍ଥ ପରଂବ୍ରହ୍ମ ।ଏହି ତତ୍ତ୍ୱ ଦର୍ଶନ ସମ୍ପର୍କରେ ଥିଙ୍କର୍ଷ କ୍ଲବର ସଭାପତି ବରଦା ଦାସ ଆଲୋକପାତ କରି ସୁ ସଂଯୋଜନ। କରିଥିଲେ ।ମଳିକାବର୍ଣିତ ଶ୍ରୀ ଶ୍ରୀ ହାଡ଼ିଦାସ ମହାପୁରୁଷଙ୍କ ଛତିଆନିକଟବର୍ତ୍ତୀ ସିଧିକ୍ଷତ୍ର ଅମର।ବତିଧାମ ନିକଟସ୍ଥ ଧନିଆ ପାହାଡ଼ ପକୃତି କୋଳରେ ଉଦାସ ଆଶ୍ରମ ଅବସ୍ଥିତ ।ଏହା ଶିଶୁବେଦର ମୌଳିକ ତତ୍ୱ ଉପରେ ପ୍ରତିଷ୍ଠିତ ।






More Stories
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..
ଜଳିଗଲା ବସ୍….