Report Card Odisha

| Daily Odia News

ଥିଙ୍କର୍ସ୍ କ୍ଳବ ର୍ ୨୩ ତମ ଆଭାସୀ ଆଲୋଚନା ପରୋପକାର ହିଁ ଆଧ୍ୟତ୍ମିକତା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଯୋଗ ସାଧନ କଲେ ମନର ବିଚାରଧାରା ଉନ୍ନତ ହେବ ବୋଲି କ୍ରିୟ।ଜୋଗି ସ୍ଵାମୀ ସମର୍ପଣା ନନ୍ଦ ଗିରୀ ଥିଙ୍କର୍ସ୍ କ୍ଳବ ର୍ ୨୩ ତମ ଆଭାସୀ ଆଲୋଚନାରେ ବକ୍ତା ଭାବେ ଯୋଗ ଦେଈ କହିଛନ୍ତି ।ପରୋପକାର ହିଁ ଆଧ୍ୟାତ୍ମିକତ। ।ପ୍ରଥମ ଗୁରୁ ମହା ଅବତାର ବାବାଜି ମହାରାଜ କ୍ରିୟାଜୋଗ୍ ର୍ ଅ।ରମ୍ଭ କରିଥିଲେ ।ପତଞ୍ଜଳି ଯୋଗ ସୂତ୍ରରେ ଏ ସମ୍ପର୍କରେ ଉଲ୍ଳେଖ ରହିଛି ।ସ୍ବାମୀଜୀ କହିଲେ ଘର ହିଁ ଆଶ୍ରମ ।ମନର ପତନ ହେଲେ ମଣିଷ ର୍ ପତନ ହେବ। ତେଣୁ ସ୍ବାସ୍ ର୍ ବେଦ କ୍ରିୟ।ଜୋଗ୍ ଅଭ୍ୟାସ ନିହାତି ଜରୁରୀ ।ସହସ୍ରା ,ଆଜ୍ଞା,ବିଶୁଦ୍ଧ,ଅନ।ହତ୍,ମଣିପୁର ,ସ୍ଵଧିସ୍ଥ୍।ନ୍,ମୁଳ।ଧ।ର୍, ୭ ଟି ଚକ୍ର ମଣିଷ ଜୀବନ ର୍ ସମସ୍ତ କର୍ୟକଳାପ୍ କୁ ନିୟନ୍ତ୍ରଣ କରିଥ।ଏ ।ସାହିତ୍ୟ ପରିଷଦ ର ସଂମ୍ପାଦକ ଡ୍ ସୁଶାନ୍ତ ମହାପାତ୍ର ଗୁରୁଜିଙ୍କ ବକ୍ତବ୍ୟ କୁ ସମିଖ୍ୟା କରି ଉଚ୍ଚ ପ୍ରସଂଶା କରିଥିଲେ।ଆଧୁନିକ ଜୀବନରେ ଯୋଗ ଅଭ୍ୟାସ ଜରୁରୀ ବୋଲି ଥିଙ୍କର୍ସ୍ କ୍ଳବ ର୍ ସଭାପତି ବରଦା ଦାସ କହିଥିଲେ ।ଆଲୋଚନାରେ ଅଂଶ ଗ୍ରହଣ କରି ଉମ।ସଙ୍କର୍ ମିଶ୍ର ଓ ପଦ୍ମନାଭ ସ୍ବାଇଁ ଯୋଗର ଉପକାରିତା , ନିର।ମିସ୍ ଭୋଜନ ଓ ବେଦ ଉପରେ ଗୁରୁଜିଙ୍କୁ ପ୍ରଶ୍ନ ପଚାରିଥିଲେ ।ହ।ଈଦରାବଦ୍ ରୁ କସ୍ତୁରୀ ଦାସ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।ଵିଭୂଦତ୍ତ ମହାନ୍ତି କର୍ୟକ୍ରମ୍ କୁ ସୁପରିଚାଳନା କରିଥିଲେ ।

 

Breaking News