ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜୁ ଜନତା ଦଳ ବରିଷ୍ଠ ନେତା ନରେଶ ଚନ୍ଦ୍ର ମହାନ୍ତିଙ୍କୁ ବୁଧବାର ନିଲମ୍ବନ କରାଯାଇଛି। ଏ ନେଇ ବିଜେଡି ସାଧାରଣ ସଂମ୍ପାଦକ ମାନସ ମଙ୍ଗରାଜଙ୍କ ସୂଚନା ଦେଇଛନ୍ତି । ତେବେ ନରେଶ ଚନ୍ଦ୍ର ମହାନ୍ତି ଯାଜପୁରର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଭାବେ କାର୍ଯ୍ୟ କରିଆସୁଥିଲେ । । କିନ୍ତୁ ସେ ଦଳ ବିରୋଧୀ କାର୍ୟ୍ୟ କରିବାକୁ ତାଙ୍କୁ ନିଲମ୍ବନ କରାଯାଇଛି। ନରେଶଙ୍କୁ ଦଳର ସୁପ୍ରିମ ନବୀନ ପଟ୍ଟନାୟକ ସସପେଣ୍ଡ କରିଥିବା ଜଣାପଡିଛି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ନରେଶଙ୍କୁ ଦଳରୁ ନିଲମ୍ବନ କରାଯାଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..