ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦଳ ବିରୋଧୀ କାର୍ଯ୍ୟ ପାଇଁ ଗତକାଲି କୋରାପୁଟ ନିର୍ବାଚନ ମଣ୍ଡଳୀର ନେତା ରଘୁରାମ ମାଛଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଆଜି ପୁଣି ୩ ଜଣ ନେତାଙ୍କୁ ଦଳରୁ ସସପେଣ୍ଡ କରିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଭବାନିପାଟଣା ନିର୍ବାଚନ ମଣ୍ଡଳୀର ଜୟନ୍ତ ନାଏକଙ୍କୁ ସସପେଣ୍ଡ କରାଯାଇଥିବା ବେଳେ ବଲାଙ୍ଗିର ବିଜୁ ଯୁବ ଜନତା ଦଳ ଜୋନ ସଭାପତି ମନୀନ୍ଦ୍ର ମହାନ୍ତିଙ୍କୁ ସସପେଣ୍ଡ କରାଯାଇଛି । ସେହିପରି ଭବାନିପାଟଣାର ୭ନଂ ୱାର୍ଡ କାଉନସିଲର ଶିବ ସାହୁଙ୍କୁ ମଧ୍ୟ ଦଳରୁ ସସପେଣ୍ଡ କରାଯାଇଛି ।







More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..