ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହଂକଂ ୩ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ କୋଭିଡ -୧୯ ଟିକା ଦେବାକୁ ଯୋଜନା କରିଛି। ଆଜିଠାରୁ ଏମାନଙ୍କୁ ଚୀନର ସିନୋଫାର୍ମ ଟିକା ଦିଆଯିବ। ଦିନକରେ ୧,୩୪୭ଟି ନୂଆ କରୋନା ସଂକ୍ରମଣ ରିପୋର୍ଟ ପରେ ସୋମବାର ଦିନ ଏହି ଘୋଷଣା କରାଯାଇଛି। ହଂକଂରେ ଏହାର ଯୋଗ୍ୟ ଜନସଂଖ୍ୟାର ୭୩% ସଂପୂର୍ଣ୍ଣ ଟିକାକରଣ କରିଛି। ଏଥିରେ ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ।






More Stories
ରାଜଧାନୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ…..
ଦେଶ ହେବ ନିଶାମୁକ୍ତ…..
ଯିଏ ଚାହିଁବ ଦଳ ଛାଡ଼ି ପାରିବ…..