ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଓଡିଶା ରାଜ୍ୟ ସଂଗ୍ରହାଳୟ କୁ ୯୦ ବର୍ଷ ପୁରିଛି । ଏହି ଅବସରରେ ଆଜି ପର୍ଯ୍ୟଟକଙ୍କ ମାନଙ୍କ ପାଇଁ ମାଗଣା ପ୍ରବେଶ ରହିଛି । ବିନା ଶୁଳ୍କରେ ପର୍ଯ୍ୟଟକ ମାନେ ସଂଗ୍ରହାଳୟ ବୁଲି ଦେଖି ପାରିବେ । ସଂଗ୍ରହାଳୟ ପରିଷରରେ ଏକ ବରିଷ୍ଠ ବିଶ୍ରାମଗାରର ମଧ୍ୟ ଉଦଘାଟନ କରାଯିବ । ଯାହା ଦ୍ୱାରା ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ମାନେ ଏଠାରେ ଘଣ୍ଟା ଘଣ୍ଟା ବସି ପାରିବେ । ସୂଚନାମୁତାବକ ୩୦୦ ରୁ ଅଧିକ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏହି ସୁବିଧା କରାଯାଉଛି ।






More Stories
ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି….
ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼…..
୧୦ ପରେ ବଢିବ ତାତି…..