ଆମ ସହର ରାଜ୍ୟ ଅକ୍ଟୋବର ରୁ ବାଘ ଗଣନା ଆରମ୍ଭ….. Report Card Bureau July 29, 2023 ରିପୋର୍ଟ କାର୍ଡ / ଭୁବନେଶ୍ୱରରାଜ୍ୟରେ ଅକ୍ଟୋବର ମାସରୁ ବାଘ ଗଣନା ଆରମ୍ଭ ହେବ। ୨ଟି ପର୍ଯ୍ୟାୟରେ ପ୍ରାୟ ଦେଢମାସ ଧରି ଚାଲିବ ବାଘ ଗଣନା କାର୍ଯ୍ୟ। ଟ୍ରାଞ୍ଜାକ୍ଟ ଆନାଲିସିସ୍ ଓ କ୍ୟାମେରା ଟ୍ରାପ ଜରିଆରେ ବାଘ ଗଣନା ହେବ। ବାଘ ଗଣନା ନେଇ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।Continue ReadingPrevious ବିଜେପି ନେତ୍ରୀ ଶକୁନ୍ତଳା ଗିରଫ…..Next ବିଧାୟିକାଙ୍କ ବିରୋଧରେ ମାମଲା ରୁଜୁ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ରାଜ୍ୟ କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା….. February 16, 2026 Report Card Bureau 1 min read ରାଜ୍ୟ ମୋତେ ନିୟମକାନୁନ ଦେଖାନା….. February 16, 2026 Report Card Bureau ରାଜ୍ୟ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ….. February 16, 2026 Report Card Bureau
More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..