Report Card Odisha

| Daily Odia News

ଶୌର୍ଯ୍ୟରୁ ଓ ରାଜସେବାରୁ ସୁଖ ମିଳିବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅଧିକ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ।

ବୃଷ : ବିଭିନ୍ନ ସ୍ତରରୁ ସହଯୋଗ ପାଇ କର୍ମକ୍ଷେତ୍ରରେ ଆଗୁଁସାର ହେବେ। ସରଳ ବିଶ୍ବାସୀ ନ ହେବା ଭଲ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଶୌର୍ଯ୍ୟରୁ ଓ ରାଜସେବାରୁ ସୁଖ ମିଳିବ।

ମିଥୁନ : ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ସରକାରୀ ପ୍ରୋତ୍ସାହନ ରାଶି ମିଳିପାରେ। ବିଭୁଦତ୍ତ ପ୍ରତିଭା ସମ୍ପନ୍ନ ହେବେ।

କର୍କଟ : ମନୋବଳ ଦୃଢ଼ ରହିବ। ସୃଜନଶୀଳ ହେବେ। ତ୍ୟାଗପୂତ ଜୀବନଯାପନ କରିପାରନ୍ତି । ବିବିଧ ଉପାୟରେ ଧନ ଅର୍ଜନ କରି ନ୍ୟାୟ ମାର୍ଗରେ ପରିଚାଳିତ ହେବେ। ପୁତ୍ରଙ୍କ ପ୍ରୀତିକାରୀ ହେବେ।

ସିଂହ : ଉପାର୍ଜନ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ଆହାର ସୁଧାର ହେବ। ଶ୍ରେଷ୍ଠ ମାନ୍ୟତା ମିଳିବ। ଉଦ୍ୟମ ପ୍ରଶଂସନୀୟ ହେବ।

କନ୍ୟା : ସମଦର୍ଶୀ ହୋଇପାରନ୍ତି। ଏକାନ୍ତ ସାଧନା ଫଳଦାୟକ ହେବ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିବେ। ଆବଶ୍ୟକତା ଦୃଷ୍ଟିରୁ ଧନ ବ୍ୟୟ କରିବେ।

Breaking News