ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ପରୋପକାରରେ ସର୍ବଦା ତତ୍ପର ରହିବେ। ଦେବତୁଲ୍ୟ ପୂଜ୍ୟ ହେବେ। ଭାଗ୍ୟବାନ୍ ହେବେ। ଶତ୍ରୁ ବିଜୟୀ ହୋଇପାରନ୍ତି। ଚତୁର ହେବେ। ଜନବଲ୍ଲଭ ହେବେ। ଆର୍ଥିକ ସ୍ଥିତି ଦୃଢ଼ ରହିବ।
ବୃଷ : ଧର୍ମ ଧ୍ବଜାଧାରୀ ହେବେ। ପୁତ୍ର ସୁଖରେ ସୁଖୀ ହେବେ। ଦୟାଳୁ ସ୍ବଭାବର ହେବେ। ରାଜପୂଜା ମିଳିପାରେ। ଚରିତ୍ରବାନ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ। ଗୁଣଜ୍ଞ ହେବେ। କ୍ଷମତାର ସଦ୍ ବ୍ୟବହାର କରିବେ।
ମିଥୁନ : ଭଲ କର୍ମକରି ଜନପ୍ରିୟ ହୋଇପାରନ୍ତି। ସନ୍ମାର୍ଗୀ ହେବେ। ଉପକାରୀଙ୍କଠାରେ ସଦା କୃତଜ୍ଞ ରହିବେ। ଉପଯୁକ୍ତ ପରାମର୍ଶଦାତା ହେବେ। ସ୍ବୀକୃତିସମ୍ପନ୍ନ ହେବେ। ସାରାଦିନ ସତର୍କରେ ଚଳିବେ।
କର୍କଟ : ସାଧୁ ଲୋକଙ୍କର ହିତକାରୀ ହେବେ। ବେଦ-ବେଦାନ୍ତରେ ପାରଦର୍ଶୀ ହେବେ। ଗୁରୁଭକ୍ତିରେ ନିମଗ୍ନ ହୋଇପାରନ୍ତି। ବିଜୟୀ ଭାବର ହେବେ। ପୁଣ୍ୟବାନ୍ ହୋଇପାରନ୍ତି। ସୁଶୀଳ ଓ ଧନବାନ୍ ହୋଇପାରନ୍ତି।
ସିଂହ : ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଦୟାଳୁ ସ୍ବଭାବର ହେବେ। ନିଜ କାର୍ଯ୍ୟ ଅପେକ୍ଷା ପଡ଼ୋଶୀଙ୍କ କାର୍ଯ୍ୟରେ ଗୁରୁତ୍ବ ଦେବେ। ଶିଷ୍ଟାଚାର ସମ୍ପନ୍ନ ହେବେ। ଧାର୍ମିକ ପ୍ରବର ହେବେ।

More Stories
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା…..
ଯାନବାହନ ସୁଖ ମିଳିବ…..
ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ…..