ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଚାଲୁଥିବା ଏବଂ ଏହା ମଧ୍ୟକୁ ଆସୁଥିବା କିଛି ଟ୍ରେନକୁ ବାତିଲ କରାଯାଇଛି। ଟ୍ରେନ ଚଳାଚଳରେ ସ୍ୱାଭାବିକତା ଆଣିବା ପାଇଁ ରେକ୍ ଆଡଜଷ୍ଟମେଣ୍ଟ୍ ନିଷ୍ପତ୍ତି ନିଆଯାଇଛି। ବାତିଲ୍ ହୋଇଥିବା ଟ୍ରେନ୍ଗୁଡ଼ିକ ହେଲା ୬ ତାରିଖରେ ହାଓଡ଼ାରୁ ଛାଡ଼ିବାକୁ ଥିବା ହାଓଡ଼ା-ଚେନ୍ନାଇ ମେଲ୍(୧୨୮୩୯), ତିରୁପତିରୁ ଆସିବାକୁ ଥିବା ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ(୨୨୮୭୨), ହାଓଡ଼ାରୁ ଛାଡିବାକୁ ଥିବା ହାଓଡ଼ା-କନ୍ୟାକୁମାରୀ ଏକ୍ସପ୍ରେସ(୧୨୬୬୫), ଚେନ୍ନାଇରୁ ଛାଡ଼ିବାକୁ ଥିବା ଚେନ୍ନାଇ-ପୁରୀ ଏକ୍ସପ୍ରେସ(୨୨୮୬୦), ଏର୍ଣ୍ଣାକୁଲମରୁ ଛାଡ଼ିବାକୁ ଥିବା ଏର୍ଣ୍ଣାକୁଲମ-ହାଓଡ଼ା ଏକ୍ସପ୍ରେସ(୨୨୮୭୮), ଅହମ୍ମଦାବାଦରୁ ଛାଡ଼ିବାକୁ ଥିବା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ(୧୨୮୪୪), ୬ ଓ ୭ ତାରିଖରେ ଆଲେପ୍ପିରୁ ଛାଡିବାକୁ ଥିବା ଆଲେପ୍ପି-ଧାନବାଦ୍ ଏକ୍ସପ୍ରେସ(୧୩୩୫୨), ୭ ତାରିଖରେ ତ୍ରିଭେନ୍ଦ୍ରମରୁ ଛାଡ଼ିବାକୁ ଥିବା ତ୍ରିଭେନ୍ଦ୍ରମ-ସିଲଚାର୍ ଏକ୍ସପ୍ରେସ୍ (୧୨୫୦୭), ୮ ତାରିଖରେ ଜସିଡିହରୁ ଛାଡ଼ିବାକୁ ଥିବା ଜସିଡିହ-ତାମ୍ବରମ୍ ଏକ୍ସ






More Stories
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….
ସଚିବଙ୍କୁ ଛୁଟି ମନା…..