Report Card Odisha

| Daily Odia News

ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ…..

ରିପୋର୍ଟ କାର୍ଡ / ଅମରାବତୀ

ବିଶାଖାପଟନମରୁ ଭବାନୀପାଟଣା ଆସୁଥିବା ଗୋଟିଏ ଯାତ୍ରିବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଗାଡ଼ି ନମ୍ବର 08504 ବିଶାଖାପଟନମ ନିକଟ କତଵାଲାସା ନିକଟରେ ଟ୍ରାକ୍‌ରୁ ବାହାରି ଯାଇଥିଲା। ତେବେ ଟ୍ରେନର କୌଣସି ବଗି ନୁହେଁ, ବରଂ ଇଞ୍ଜିନ ଅଳ୍ପ ବେଗରେ ଥିବା ବେଳେ ଲାଇନଚ୍ୟୁତ ହୋଇଥିବାରୁ କୌଣସି ବଡ଼ ଅଘଟଣ ଘଟି ନାହିଁ। ଇଞ୍ଜିନ ଲାଇନଚ୍ୟୁତ ହୋଇଥିବାରୁ ଟ୍ରେନର ଜଣେ ଲୋକୋ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି।

 

 

Breaking News