ରିପୋର୍ଟ କାର୍ଡ / କେନ୍ଦୁଝର
ଆଇରନ୍ ଓର୍ ବୋଝେଇ କରି ଯାଉଥିବା ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବିଲେଇପଦା କାଳିଆବେଡ଼ା ନିକଟରେ । ମାଲବାହୀନ ଟ୍ରେନ୍ ବାଂଶପାଣି ରେଳ ସାଇଡ଼ିଂରୁ ଆଇରନ୍ ଓର୍ ଯାଉଥିବା ସମୟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା | ଖବର ପାଇ ଘଟଣାସ୍ଥଳରେ ରେଳବାଇର ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି |






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..