Report Card Odisha

| Daily Odia News

ଟ୍ରେନ ଲାଇନଚ୍ୟୁତ…..

ରିପୋର୍ଟ କାର୍ଡ / ସମ୍ବଲପୁର

ସମ୍ବଲପୁରରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ସରଲା ନିକଟରେ ଏକ ସିମେଣ୍ଟ ବୋଝେଇ ମାଲ ଗାଡି ଲାଇନ ଚ୍ୟୁତ ହୋଇଥିଲା | ଘଟଣାସ୍ଥଳରେ ରେଳ କର୍ମଚାରୀ ପହଞ୍ଚି ଟ୍ରାକ ମରାମତି କାମ କରିଥିଲେ । କିନ୍ତୁ ଗୁରୁବାର ସକାଳୁ ଝାରସୁଗୁଡା -ସମ୍ବଲପୁର ଏବଂ ରାଉରକେଲା -ଭୁବନେଶ୍ୱର ପାସେଞ୍ଜର ବାତିଲ କରାଯାଇଛି ଲ ସେହିପରି ୩ଟି ଟ୍ରେନର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି l

Breaking News