ରିପୋର୍ଟ କାର୍ଡ / କଟକ
କଟକ ରେଲଓ୍ବେ ଗୁଡ ସେଡ୍ ନିକଟରେ ଦୁଇଟି ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏପରି ଘଟଣା ସାମ୍ନାକୁ ଆସିଛି କଟକରେ । ସୂଚନାନୁସାରେ, ଗୁରୁବାର ସକାଳେ ରେଲଓ୍ବେ ଗୁଡ ସେଡ୍ ନିକଟରେ ଦୁଇଟି ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି ।ଟ୍ରେନ ଦୁଇଟି ପରସ୍ପର ମଧ୍ୟରେ ପ୍ରଥମେ ଧକ୍କା ହୋଇଥିଲେ । ଏହାପରେ ସେମାନେ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଥିଲା । ତେବେ ରେଳବାଇ ପକ୍ଷରୁ ଦୁର୍ଘଟଣା ନେଇ ସ୍ପଷ୍ଟ କରାଯାଇ ନାହିଁ ।






More Stories
ଅର୍ଥ ବିଭାଗର ପତ୍ର; ୨,୨୪୮ କୋଟି ଫେରାଅ…..
ସେବା ବିଳମ୍ବ କଲେ ତଣ୍ଡ ଗଣିବେ ବାବୁ…..
ପୁଣି ଲଘୁଚାପ ସମ୍ଭାବନା…..