Report Card Odisha

| Daily Odia News

ଟ୍ରେନ୍‌ର ୫୩ ବଗି ଲାଇନଚ୍ୟୁତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଝାଡଖଣ୍ଡର କୋଡର୍ମା ନିକଟରେ ବଡ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି । ଗୁରପା ରେଲୱେ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍। ପାଖାପାଖି ୫୩ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲାଇନ୍‌ଚ୍ୟୁତ ହୋଇ ମଧ୍ୟ ଟ୍ରେନ୍‌ଟି ବିପଦପୂର୍ଣ୍ଣ ଭାବେ ଷ୍ଟେସନରେ ପହଞ୍ଚିଛି।

Breaking News