ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ସଂସଦରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣ ବେଳେ ରାଗିଗଲେ । କହିଲେ ଟାରିଫକୁ ନେଇ କୌଣସି ବୁଝାମଣା ହେବନି । ଆମେ ଯେସାକୁ ତେସା ନୀତି ଆପଣାଇବୁ । ଭାରତ, ଚୀନ, କୋରିଆ ସବୁଠୁ ଅଧିକ ଶୁଳ୍କ ଲଗାଉଛନ୍ତି । ଭାରତ ଆମ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଉଛି, ଆମେ ବି ଏପ୍ରିଲ ୨ରୁ ଟାରିଫ ଲଗାଇବୁ । ତେବେ ଆମେରିକା ପାଇଁ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଥିବା କହି ବାଇଡେନଙ୍କୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ । ୪୩ ଦିନରେ ଯାହା ହୋଇଛି, ୪ ବର୍ଷରେ ତାହା ହୋଇ ନଥିଲା । ବାଇଡେନ୍ ସବୁଠାରୁ ଖରାପ ରାଷ୍ଟ୍ରପତି ଥିଲେ । ଆମେ ଅନୁପ୍ରବେଶ ଉପରେ ରୋକ୍ ଲଗାଇଛୁ ।
More Stories
ଆମେରିକା ଉପରେ ୮୪% ପ୍ରତିଶତ ଶୁଳ୍କ ଲାଗିଲା ଚୀନ…..
ନବୀନଙ୍କୁ ପ୍ରଭାତଙ୍କ କଡା ଜବାବ….
ଆଜି ନୂଆଦିଲ୍ଲୀରେ ପହଞ୍ଚିବ ତାହିଓ୍ବର ରାଣା…..