ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଖୁବ୍ ଶୀଘ୍ର ଟ୍ୱିଟର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ପଦ ଛାଡ଼ିବେ ଏଲନ ମସ୍କ। ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହି ସ୍ଥାନରେ ଅନ୍ୟଜଣଙ୍କୁ ବସାଇବେ। ଏଥିପାଇଁ ସେ ଯେତେ ଶୀଘ୍ର ସମ୍ଭବ ଜଣେ ବୋକା ଲୋକଙ୍କୁ ଖୋଜି ଏହି ଦାୟିତ୍ୱ ଦେବେ ବୋଲି ଟ୍ୱିଟ୍ରେ ଲେଖିଛନ୍ତି | ଏଥିସହ ଟ୍ୱିଟ୍ରେ ସେ ଆହୁରି ଲେଖିଛନ୍ତି, ସିଇଓ ପଦ ଛାଡ଼ିବା ପରେ ସେ ସଫ୍ଟୱେର ଓ ସରବର ଟିମ୍ର କାମ ଦେଖିବେ।






More Stories
ମୋହସିନା କିଦୱାଇଙ୍କ ପରଲୋକ…..
ସୀମା ଜଗିବେ ସାପ-କୁମ୍ଭୀର…..
ଯୁଦ୍ଧ ବନ୍ଦ:ଆମେରିକା-ଇରାନ୍ ରାଜି…..