ଆମ ସହର ବଡ଼ ଖବର ରାଜ୍ୟ ଶ୍ରୀମନ୍ଦିରରେ ଗରମ ଡାଲି ପଡ଼ି ୨ ଆହତ….. Report Card Bureau May 27, 2023 ରିପୋର୍ଟ କାର୍ଡ / ପୁରୀଶ୍ରୀମନ୍ଦିର ପରିସରରେ ଘଟିଯାଇଛି ଏକ ବଡ ଅଘଟଣ । ମନ୍ଦିର ଭିତରେ ଗରମ ଡାଲି ପଡ଼ି ୨ ଜଣ ବୋଝିଆ ଆହତ ହୋଇଛନ୍ତି। ଶ୍ରୀମନ୍ଦିରର ଭୋଗ ମଣ୍ଡପରୁ ମହାପ୍ରସାଦ ଯାଉଥିବା ବେଳେ ଗୋଡ ଖସିଯିବାରୁ ଏଭଳି ଘଟଣା ଘଟିଛି |ସେମାନଙ୍କୁ ଉଦ୍ଧାର କରି ସଦର ମେଡିକାଲରେ ଭର୍ତ୍ତି କରାଯାଇଛି ।Continue ReadingPrevious ୟୁକ୍ରେନ୍ ଉପରେ ମିସାଇଲ୍ ମାଡ଼, ୨ ମୃତ, ୩୦ ଆହତ…..Next ଇମ୍ରାନ ଖାନଙ୍କ ଖେଳ ଖତମ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ରାଜ୍ୟ ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ….. January 31, 2026 Report Card Bureau ରାଜ୍ୟ ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ….. January 31, 2026 Report Card Bureau ରାଜ୍ୟ କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ….. January 31, 2026 Report Card Bureau
More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..