ରିପୋର୍ଟ କାର୍ଡ / କଟକ
କାଠଯୋଡିରେ ବୁଡି ଦୁଇ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି | ଗତକାଲି ଜଣେ ଇଞ୍ଜିନିୟରଙ୍କର ମୃତ ଦେହ ମିଳିଥିବା ବେଳେ ନିଖୋଜ ଥିବା ଇଞ୍ଜିନିୟରଙ୍କର ମୃତ ଦେହ ଆଜି ଉଦ୍ଧାର କରାଯାଇଛି | ସିଡିଏ ବୀରେନ ମିତ୍ର ପାର୍କ ନିକଟରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଛି । ୪ ଜଣ ଇଞ୍ଜିନିୟର ଗାଧୋଇବା ସମୟରେ ଏହି ଅଘଟଣ ଘଟିଥିଲା । କଟକ ଏସସିବି ନିର୍ମାଣାଧୀନ କାର୍ଯ୍ୟରେ ନିୟୋଜିତ ଥିଲେ ଏହି ସମସ୍ତ ଇଞ୍ଜିନିୟର । ପାଣିର ଗଭୀରତା ସମ୍ପର୍କରେ ଜାଣିନଥିଲେ । ମୃତ ଇଞ୍ଜିନିୟରଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡିଛି ।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……