ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଇପିଏସ ରାଜେଶ କୁମାର ଏବଂ ଅନୁପ ସାହୁଙ୍କୁ କେନ୍ଦ୍ରୀୟ ଆଇଜି ପାହ୍ୟା ମିଳିଛି | ୧୯୯୮ ରୁ ୨୦୦୭ ବ୍ୟାଚ ମଧ୍ୟରେ ୮୫ ଜଣ ଆଇପିଏସ ଅଫିସରଙ୍କୁ କେନ୍ଦ୍ରୀୟ ଆଇଜି ରାଙ୍କ ପାହ୍ୟା ପ୍ରଦାନ କରାଯାଇଛି | ଏହି ତାଲିକାରେ ଓଡିଶାରୁ ଆଇପିଏସ ରାଜେଶ କୁମାର ଏବଂ ଅନୁପ ସାହୁ ସ୍ଥାନ ପାଇଛନ୍ତି |
More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..