ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଜ୍ୟ ବିଧାନସଭାରେ ଏକକ ନାଗରିକ ସଂହିତା(ୟୁସିସି) ଉତ୍ତରାଖଣ୍ଡ ୨୦୨୪ ବିଧେୟକ ଆଗତ କରିଛନ୍ତି। ବିଧେୟକ ଆଗତ ହେବା ପରେ ବିଧାନସଭାରେ ବିଧାୟକମାନେ ‘ବନ୍ଦେ ମାତରମ୍’ ଓ ‘ଜୟ ଶ୍ରୀରାମ’ ନାରା ଲଗାଇଥିଲେ। ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ୟୁସିସି ବିଲ୍କୁ ଆଗତ କରିଛନ୍ତି। ଏହି ସମୟରେ ବିରୋଧୀ ବିଧାୟକମାନେ ଲଗାତର ଭାବେ ଗୃହରେ ହଟ୍ଟଗୋଳ କରିଥିଲେ।






More Stories
ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ଗୃହୀତ…..
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..