ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନର ଉପ ବିଦେଶ ମନ୍ତ୍ରୀ ଏମିନେ ଝାପାରୋଭା ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ୨୦୨୧ ଫେବ୍ରୁଆରିରେ ଯୁଦ୍ଧ ହେବାଠାରୁ ସେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି। ଝାପାରୋଭା ବିଦେଶ ବ୍ୟାପାର ମନ୍ତ୍ରାଳୟର ପ୍ରତିନିଧିଙ୍କୁ ଭେଟିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ୟୁକ୍ରେନ ଗସ୍ତ ପାଇଁ ନିମନ୍ତ୍ରଣ କରିବେ ବୋଲି ଜଣାପଡ଼ିଛି। ଝାପାରୋଭା ଏପ୍ରିଲ ୯ରୁ ୧୨ ପର୍ଯ୍ୟନ୍ତ ଭାରତରେ ରହିବେ। ଝାପାରୋଭା ବିଦେଶ ବ୍ୟାପାର ମନ୍ତ୍ରାଳୟର ସଂଜୟ ବର୍ମାଙ୍କ ସହ କଥା ହେବେ। ସେ ମଧ୍ୟ ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ଏବଂ ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ବିକ୍ରମ ମିସ୍ରିଙ୍କୁ ଭେଟିବେ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..