ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡର ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କର ପରଲୋକ ହୋଇଛି । ଆଜି ମୁମ୍ବଇରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ବର୍ଷ ହୋଇଥିଲା। ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି | ନିଜର ଚମତ୍କାର ଅଭିନୟ ଦ୍ୱାରା ଅରୁଣ ଦର୍ଶକଙ୍କ ହୃଦୟ ଜିତିପାରିଥିଲେ। ଅନେକ ରୋଗ କାରଣରୁ ଅରୁଣ ଦୀର୍ଘଦିନ ହେବ ଚିିକିତ୍ସାଧୀନ ରହିଥିଲେ। ଥ୍ରୀ ଇଡିଅଟ୍, ପାନିପତ, କେଦାରନାଥ,ହେ ରାମ,ପୋଲିସୱାଲା ଗୁଣ୍ଡା ଭଳି ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ଅରୁଣ । ତାଙ୍କ ମୃତ୍ୟୁରେ ସିନେ ଜଗତରେ ଖେଳି ଯାଇଛି ଶୋକର ଛାୟା।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..