ରିପୋର୍ଟ କାର୍ଡ / ଭୁବନେଶ୍ୱର
୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସଭାକୁ ଯିବା ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟୁଛନ୍ତି ପିଇଓ। ଯାଜପୁର ବିଂଝାରପୁର ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ସମ୍ପର୍କୀତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ୫ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି। ତାଙ୍କର ଏହି ସଭାକୁ ସଫଳ କରିବାକୁ ନେତା, ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ଲାଗିପଡୁଛନ୍ତି। ସେହିପରି ପିଇଓ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି। ୫ଟି ସଚିବ ସଚିବଙ୍କ ସଭାରେ ଲୋକମାନେ କିପରି ଅଧିକ ସଂଖ୍ୟାରେ ଯୋଗ ଦେବେ ଏଥିପାଇଁ ସେ ଟଙ୍କା ବାଣ୍ଟୁଥିବା ଭିଡିଓରୁ ଜଣାପଡ଼ୁଛି।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..