Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ଶିକ୍ଷା ଅଧିକାରୀ…..

ରିପୋର୍ଟ କାର୍ଡ / ଯାଜପୁର

ଭିଜିଲାନ୍ସ ଜାଲରେ ଅତିରିକ୍ତ ଶିକ୍ଷା ଅଧିକାରୀ | ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ଅମିୟ ଦାଶ ଜଣେ ଶିକ୍ଷକଙ୍କ ନିକଟରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି | ଶିକ୍ଷକଙ୍କ ବକେୟା ଦରମା କରାଇଦେବାକୁ କହି ଅମୀୟ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପରେ ଭିଜିଲାନ୍ସ ପକ୍ଷରୁ ଅମିୟଙ୍କ ପୈତୃକ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି ।

 

Breaking News