Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ଉପଜ଼ିଲ୍ଲାପାଳ ଅଫିସର ବରିଷ୍ଠ କିରାଣୀ…..

ରିପୋର୍ଟ କାର୍ଡ / ବାରିପଦା

ବାରିପଦା ଉପଜ଼ିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀ ରାମଚନ୍ଦ୍ର ସେନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି | ଆଜି ବାଲେଶ୍ୱର,କେନ୍ଦୁଝର,ଓ ମୟୁରଭଞ୍ଜ ଭିଜିଲାନ୍ସ ପକ୍ଷରୁ
ରାମଚନ୍ଦ୍ର ସେନଙ୍କ ବସଭାବନ,ଉପଜ଼ିଲ୍ଲାପାଳକାର୍ଯ୍ୟାଳୟ ଏବଂ ସମ୍ପର୍କୀଙ୍କ ଘରେ ଏକକାଳୀନ ଚଢ଼ଉ ଜାରି ରହିଛି। ଶ୍ରୀ ସେନ ବାରିପଦା ଉପଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବା ବେଳେ ତାଙ୍କ କାର୍ୟ୍ୟକଳାପ ସନ୍ଦେହ ଘେରରେ ଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ ହୋଇଥିବା ସୂଚନା ମିଳିଛି |

Breaking News