ରିପୋର୍ଟ କାର୍ଡ / ଭୁବନେଶ୍ବର
ରିଆମାଳ ବ୍ଲକର ପପୂର୍ବତନ ଆକାଉଣ୍ଟସ ଅଫିସର ରାଜେନ୍ଦ୍ର ଦାସଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ | ମୋଟ ୮କୋଟି ୪ଲକ୍ଷର ସମ୍ପତି ଠାବ କରିଛି ଭିଜିଲାନ୍ସ ଟିମ। ଆୟଠାରୁ ୫୧୪% ଅଧିକ ସମ୍ପତି ଆହରଣ କରିଥିବା ଭିଜିଲାନ୍ସ କରିଛି। ଚଢ଼ାଉ ପରେ ଲାଞ୍ଚ ସହ ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ଜଣାପଡିଛି |






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….