ରିପୋର୍ଟ କାର୍ଡ / ରାଉରକେଲା
ରାଉରକେଲାରେ ମାଓବାଦୀମାନେ ୪ଟନ୍ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ ଗୋଦାମ ମାଲିକଙ୍କୁ ଗିରଫ କରିଛି ପୋଲିସ। ବଡଗାଁର ବିସ୍ଫୋରକ ଗୋଦାମର ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ ହୋଇଛନ୍ତି । ଘଟଣାରେ ତଦନ୍ତ କରୁଥିବା ଏସ୍ଆଇଟି ପୂର୍ବରୁ ଗୋଦାମ ମାଲିକଙ୍କୁ ରଖୁନାଥପାଲି ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ବିସ୍ଫୋରକ ସାମଗ୍ରୀ ନେଇ ଯାଇଥିବା ଟ୍ରକ୍ ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରିଛି ପୁଲିସ । ପୂର୍ବରୁ ବିସ୍ଫୋରକ ଗୋଦାମକୁ ସିଲ୍ କରିଛି ସୁନ୍ଦରଗଡ ପୋଲିସ। ଘଟଣାରେ ସରଣ୍ଡା ଜଙ୍ଗଲରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।






More Stories
ଖୁବ୍ଶୀଘ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ !…..
ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍ ସେବା…..
ଝଡ଼ବର୍ଷା ସମ୍ଭାବନା….