Report Card Odisha

| Daily Odia News

୨୫ ରୁ ସଂସଦର ଶୀତକାଳୀନ ଅଧିବେଶନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୫ ନଭେମ୍ବରରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ୨୦ ଡିସେମ୍ବର ଯାଏଁ ଚାଲିବ ଶୀତକାଳୀନ ଅଧିବେଶନ ।

Breaking News