Report Card Odisha

| Daily Odia News

ଖରସ୍ରୋତା ନଦୀରେ ଭାସିଗଲେ ଯୁବକ……

ରିପୋର୍ଟ କାର୍ଡ / ଯାଜପୁର

ଆଜି ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥି ଜଣେ ଯୁବକ ଭାସିଯାଇଛନ୍ତି | ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସୟଦପୁର ମୀରସାହି ନିକଟରେ ଥିବା ମାହାକାଳ ଗଣ୍ଡରେ ଘଟିଛି ଏଭଳି ଅଘଟଣ। | ଗାଧୋଇବାକୁ ଯାଇଥିବା ବେଳେ ଯୁବକ ଜଣଙ୍କ ନିଖୋଜ ହୋଇଥିବା ଜଣାପଡିଛି । ଯୁବକ ଜଣଙ୍କ ରଘୁନାଥପୁର ପଞ୍ଚାୟତର ବିଶ୍ବଜିତ୍ ଦାସ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିହୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Breaking News