ରିପୋର୍ଟ କାର୍ଡ / କଟକ
କଟକରେ ବୁଧବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକଙ୍କ ଗଳା କାଟି ବୀଭତ୍ସ ହତ୍ୟା କରାଯାଇଛି। ବକ୍ସିବଜାର ସ୍ଥିତ ସିଡିଏ ମାର୍କେଟ କମ୍ପେ୍ଲକ୍ସରେ ପଡିଛି ମୃତଦେହ। ଯୁବକ ଜଣକ ବାଦାମବାଡି ଶଙ୍କରପୁର ଅଞ୍ଚଳର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚି ଛାନ୍ଭିନ୍ କରୁଛି |






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..