Report Card Odisha

| Daily Odia News

୮ରେ ରାଜନାଥ-୧୨ରେ ଓଡ଼ିଶା ଆସିବେ ଅମିତ ଶାହ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ନିର୍ବାଚନ ପାଇଁ ଓଡ଼ିଶାରେ ଡେରା ପକାଇଛନ୍ତି କେନ୍ଦ୍ରୀୟ ନେତା। ଜେପିର କେନ୍ଦ୍ରୀୟ ନେତା ଏବେ ଓଡ଼ିଶା ଉପରେ ଫୋକସ କରିଛନ୍ତି। ଶନିବାର ଅପରାହ୍ନ ୩ଟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ରାତି ସାଢେ ୯ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଆସନ୍ତା ୮ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ୧୨ ରେ ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବେ । ୮ ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାୟଗଡା ଗସ୍ତ କରିବେ । ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରି ବିଜୟପାଲ ସିଂ ତୋମାର ଏ ନେଇ ସୂଚନା ଦେଇଛନ୍ତି।

 

Breaking News