Report Card Odisha

| Daily Odia News

୨୮ରେ ଓଡିଶା ଆସିବେ ଜେ.ପି ନଡ୍ଡା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

୨୮ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସିବେ ବିଜେଡି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ନଡ୍ଡା। ବ୍ରହ୍ମପୁରରୁ ନବରଙ୍ଗପୁର ଯିବେ,ଏହାପରେ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। ନଡ୍ଡାଙ୍କ ଗସ୍ତ ନେଇ ଶୁକ୍ରବାର ବିଜେପି ନେତା ସମୀର ମହାନ୍ତି ପକ୍ଷରୁ ସୂଚନା ମିଳିଛି। ଓଡ଼ିଶାରେ ଯେପରି ବିଜେପି ସରକାର ଗଠନ କରିବ ଏବଂ ୨୧ଟି ଲୋକସଭା ଆସନରେ ବିଜୟୀ ହେବ, ସେଥିପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଏହାବାଦ୍ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀମା‌ନେ ଓଡ଼ିଶାରେ ପ୍ରତି ଲୋକସଭା ଆସନରେ ଦୁଇରୁ ତିନିଟି ଲେଖାଏ ସାଧାରଣ ସଭାରେ ସମ୍ବୋଧିତ କରିବେ ବୋଲି ଜଣାଯାଇଛି।

 

Breaking News