ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଘବ ଚଢାଙ୍କ ସହିତ ସ୍ବାତୀ ମାଲିୱାଲ, ଅଶୋକ ମିତ୍ତଲ, ସନ୍ଦୀପ ପାଠକ, ବିକ୍ରମ ସାହାଣୀ, ରାଜିନ୍ଦର ଗୁପ୍ତା ଏବଂ ହରଭଜନ ସିଂହ ଆପ ଛାଡିଛନ୍ତି। ଏମାନେ ସମସ୍ତେ ରାଜ୍ୟ ସଭାରେ ଆପର ଏମ୍ପି। ରାଜ୍ୟ ସଭାରେ ଆପର ମୋଟ ୧୦ ଜଣ ଏମ୍ପି ଅଛନ୍ତି। ଏହାର ଅର୍ଥ ହେଉଛି ଆପର ଦୁଇ-ତୃତୀୟାଂଶ ରାଜ୍ୟସଭା ଏମ୍ପି ଏବେ ଭାଜପାରେ ସାମିଲ ହେବେ।
More Stories
ଆପ ହେଇଯିବକି ସଫା :ଭାଜପାରେ ରାଘବ ଚଢା….
PUC ବିନା ମିଳିବନି ପେଟ୍ରୋଲ-ଡିଜେଲ୍….
ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା….