ରିପୋର୍ଟ କାର୍ଡ / କଟକ
ଆଜି ଚା’ ଦୋକାନରେ ବ୍ରାଉନସୁଗାର ଜବତ ହୋଇଛି | କଟକ ଜିଲ୍ଲା ଜଗତପୁରରେ ଏକ ଚା’ ଦୋକାନରୁ ବ୍ରାଉନସୁଗାର ଜବତ ହୋଇଥିବା ନେଇ ଖବର ମିଳିଛି। ଜଗତପୁରରେ ଥିବା ଚା’ ଦୋକାନରୁ ପ୍ରାୟ ୨୭୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଏହାସହ ସମ୍ପୃକ୍ତ ଘଟଣାରେ ଦୋକାନୀ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ଏନେଇ କଟକ ଡିସିପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..