Report Card Odisha

| Daily Odia News

ସନ୍ତୋଷ ଖଟୁଆଙ୍କୁ ନୀଳଗିରିରୁ ପ୍ରାର୍ଥୀ କଲା ବିଜେପି….

ରିପୋର୍ଟ କାର୍ଡ / ବାଲେଶ୍ଵର

ଗତକାଲି ବିଜେଡି ସୁକାନ୍ତ ନାୟକଙ୍କୁ ବାଲେଶ୍ଵର ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଅସନ୍ତୋଷ ହୋଇ ଦଳ ଛାଡ଼ିଥିଲେ ସନ୍ତୋଷ ଖଟୁଆ। ନୀଳଗିରି ବିଧାନସଭା ପାଇଁ ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଆଜି ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ଘୋଷଣା କରାଯାଇଛି ।

Breaking News