ରିପୋର୍ଟ କାର୍ଡ / ଭୁବେନଶ୍ୱର
ରାଜ୍ୟ ବିଧାନସଭାରେ ଆଜି ତୁମୁଳକାଣ୍ଡ ହୋଇଛି। ବିଧାନସଭାରେ ବାଚସ୍ପତିଙ୍କ ପୋଡିୟମକୁ ଜୋତାଫିଙ୍ଗା ଘଟଣାରେ ଚଳିତ ଅଧିବେଶନରୁ ବିଜେପି ବିଧାୟକ ବିଷ୍ଣୁ ସେଠୀ, ଜୟନାରାୟଣ ମିଶ୍ର ଏବଂ ମୋହନ ମଝିଙ୍କୁ ସସପେଣ୍ଡ କରାଯାଇଛି | ଏହି ଘଟଣାର ସମସ୍ତ ଭିଡିଓ କ୍ଲିପିଂ ଦେଖିବା ପରେ ବାଚସ୍ପତି ୩ ବିଜେପି ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି। ବାଚସ୍ପତିଙ୍କ ନିଷ୍ପତିକୁ ପ୍ରତିବାଦ କରି ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି ବିଜେପି ବିଧାୟକ |






More Stories
ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା…..
ଶିଶୁ ବାଟିକା ପିଲାଙ୍କୁ ମାଗଣା ପୋଷାକ…..
ଯୁକ୍ତ ୨ ପରୀକ୍ଷା ପାଇଁ ସ୍ବତନ୍ତ୍ର ନିୟମାବଳୀ…..