ରିପୋର୍ଟ କାର୍ଡ / ଛତିଶଗଡ଼
ଛତିଶଗଡ଼ ନାରାୟଣପୁର-ଦାନ୍ତେଓ୍ଵାଡା ସୀମାନ୍ତ ଅଞ୍ଚଳରେ ଜିଲ୍ଲା ରିଜର୍ଭ ଗ୍ରୁପ୍ ଯବାନଙ୍କ ସହ ଏନକାଉଣ୍ଟରରେ ୫ ଜଣ ନକ୍ସଲ ନିହତ ହୋଇଛନ୍ତି। ସୁରକ୍ଷା କର୍ମୀ ମାନେ ସମ୍ପୃକ୍ତ ଅଂଚଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ତଲାସୀ ଅଭିଯାନ ଜାରି ରହିଥିବା ନାରାୟଣପୁର ଆରକ୍ଷୀ ଅଧିକ୍ଷକ ପ୍ରଭାତ କୁମାର କହିଛନ୍ତି।
More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..