Report Card Odisha

| Daily Odia News

୮ ହଜାର ‘ଏକ୍ସ’ ଆକାଉଣ୍ଟ୍‌‌ ବ୍ଲକ…..

ରିପୋର୍ଟକାର୍ଡ / ନୂଆଦିଲ୍ଲୀ

ଭାରତରେ ୮ ହଜାର ‘ଏକ୍ସ’ ଆକାଉଣ୍ଟ୍‌‌ ବ୍ଲକ କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ଆକାଉଣ୍ଟ ବ୍ଲକ ପାଇଁ ‘ଏକ୍ସ’କୁ ଲେଖାଯାଇଛି। ନିର୍ଦେଶ ନ ମାନିଲେ ବିପୁଳ ଜରିମାନା ଦେବାକୁ ପଡ଼ିବ। ସ୍ଥାନୀୟ କର୍ମଚାରୀ ଦଣ୍ଡ ବି ଭୋଗିପାରନ୍ତି। ସାମ୍ପ୍ରତିକ ସ୍ଥିତିକୁ ନେଇ ଭାରତ ସରକାର ପଦକ୍ଷେପ ନେଇଛନ୍ତି।

Breaking News