ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ଚାଟାର୍ଡ ଏକାଉଣ୍ଟାଣ୍ଟ (ସିଏ) ଫାଇନାଲ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଦେଶରେ ଉତ୍ତେଜନାମୂଳକ ସ୍ଥତିକୁ ଆଖି ଆଗରେ ରଖି ଏଭଳି ନିଷ୍ପତି ନିଆଯାଇଛି | ୯, ୧୧ ଓ ୧୪ ତାରିଖରେ ଥିବା ପରୀକ୍ଷାକୁ ବାତିଲ କରାଯାଇଛି।ପରିସ୍ଥିତି ସୁଧୁରିବା ପରେ ପୁଣି ପରୀକ୍ଷା ତାରିଖ ତାରିଖ ଘୋଷଣା କରାଯିବ। ଏନେଇ ଆଇସିଏଆଇ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାରମ୍ଭିକ କାର୍ଯ୍ୟସୂଚୀ ଅନୁଯାୟୀ, ସିଏ ଫାଇନାଲ ଗ୍ରୁପ୍ ୧ ପରୀକ୍ଷା ଚଳିତ ମାସ ୨, ୪ ଏବଂ ୬ ତାରିଖରେ ଅନୁଷ୍ଠିତ ହୋଇଥିଲା ଏବଂ ଗ୍ରୁପ୍ ଟୁ ପରୀକ୍ଷା ୮, ୧୦ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାର ଥିଲା। ।






More Stories
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..
କଂଗ୍ରେସ ଉପରେ ବର୍ଷିଲେ ଶାହା…..