ରିପୋର୍ଟ କାର୍ଡ / ରାଉରକେଲା
ରାଉରକେଲାରୁ କଲକତାକୁ ଆରମ୍ଭ ହେବ ବିମାନ ସେବା। ରାଜ୍ୟ ସରକାରଙ୍କ ସହଯୋଗରେ ଆରମ୍ଭ କରାଯିବ ବିମାନସେବା। ମାତ୍ର ଦେଢ଼ ଘଣ୍ଟାରେ ରାଉରକେଲାରୁ କଲକତାରେ ପହଞ୍ଚି ହେବ। ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହକୁ ୩ ଦିନ ବିମାନ ଚଳାଚଳ କରିବ। ପ୍ରତି ମଙ୍ଗଳବାର, ଗୁରୁବାର ଓ ଶନିବାରରେ ରାଉରକେଲାରୁ କଲକାତାକୁ ବିମାନ ଚଳାଚଳ କରିବ। ପ୍ରାରମ୍ଭିକ ବିମାନ ଦେୟ ରହିଛି ୧୯୯୯ ଟଙ୍କା ରହିଛି ବୋଲି ସୂଚନା ମିଳିଛି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..