ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶରେ ଏକ ଏକ୍ସପ୍ରେସ୍ ଟ୍ରେନ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍ରେ ନିଆଁ ଲାଗି ୫ ଜଣ ଜୀବନ୍ତ ଜଳି ଯାଇଥିବା ସହ ଏକାଧିକ ଗୁରୁତର ହୋଇଛନ୍ତି। ଗୋପିବାଗ୍ ନିକଟରେ ଏକ୍ସପ୍ରେସ ଟ୍ରେନରେ ଅଚାନକ ନିଆଁ ଲାଗିଥିଲା। ଏହାସହ ୫ଟି ବଗି ସମ୍ପୂର୍ଣ୍ଣ ଜଳିଯାଇଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କେହି ଦୁର୍ବୃତ୍ତ ଜାଣି ଶୁଣି ନିଆଁ ଲଗାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।






More Stories
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..
ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ……
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……