ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନିଆର ରାଜଧାନୀ ନୈରୋବିରେ ଗ୍ୟାସ ବିସ୍ଫୋରଣଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬୫ ଜଣ ଆହତ ହୋଇଛନ୍ତି। ମେଡିଆ ରିପୋଟର୍ ଅନୁଯାୟୀ, ଗୁରୁବାର ମଧ୍ୟରାତ୍ରି ପୂର୍ବରୁ ଏହି ଘଟଣା ଘଟିଛି ବୋଲି ଜଣେ ମୁଖପାତ୍ର ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ ଜରିଆରେ ଜଣାଇଛନ୍ତି। ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ଏହି ବିସ୍ଫୋରଣର ମୁହୂର୍ତ୍ତ ଦେଖିବାକୁ ମିଳିଛି। ବସ୍ଫୋରଣକୁ ନେଇ ଏହି ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାନେଓ ପୋଲିସ ପକ୍ଷରୁ ସୂଚନା ମିଳିଛି |






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..