ରିପୋର୍ଟ କାର୍ଡ / ମାଲକାନଗିରି
ଯୁବବର୍ଗ ଙ୍କୁ ବାଇକରିଛି ସୋଶାଲ ମିଡିଆ | ରିଲ୍ସ କରିବା ବେଳେ ଦୁଇଜଣ ଯୁବତୀ ଜଳପ୍ରପାତରେ ଭାସିଯାଇଛନ୍ତି | ଏଭଳି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଛି । କୁଡୁମୁଲୁଗୁମ୍ମାର ୨ ଯୁବତୀ ପରିବାର ସହ ଗୋବିନ୍ଦପାଲ୍ଲି ଗୁମ୍ମାଝରଣ ଜଳପ୍ରପାତକୁ ପିକନିକ୍ ପାଇଁ ଆସିଥିଲେ। ବୁଲାବୁଲି ସମୟରେ ଏମାନେ ମୋବାଇଲରେ ରିଲ୍ସ କରୁଥିଲେ। ଜଳପ୍ରପାତରେ ରିଲ୍ସ କରୁ କରୁ ପ୍ରଖର ସୁଅରେ ଭାସି ଯାଇଥିଲେ ୨ ଯୁବତୀ। ଯୁବତୀ। ପ୍ରଖରସ୍ରୋତ କାରଣରୁ ସେମାନେ ଆଉ ପାଣି ଭିତରୁ ବାହାରି ପାରିନଥିଲେ। ତେବେ ସେମାନଙ୍କ ସହ ଯାଇଥିବା ଦୁଇ ଡ୍ରାଇଭର ପାଣି ଭିତରକୁ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..